ଗବର ଗ୍ୟାସ ପ୍ଲାଣ୍ଟ
ଆବଶ୍ୟକ ସାମଗ୍ରୀ
ତାଜା ଗୋବର ,ପାଣି ,ମିଟର ଟେପ ,ତରାଜୁ ,ଇତ୍ୟାଦି
ଗୋବର ଗ୍ୟାସ ପ୍ରକ୍ରିୟା କିପରି କରାଯାଏ
ଗୋବର ଗ୍ୟାସ ର ନିୟମ ଅନୁସାରେ ଟାଙ୍କିରେ ଭଲ ଗୋବର ଏବଂ ପାଣି ଭଲ ଭାବରେ ଓ ସମାନ ପରିମାଣରେ ଗୋବର ଓ ପାଣି ଗଳେଇକି ଟାଙ୍କିରେ ପକାଯାଏ ଗାଈ ର ଗୋବରରୁ ଗ୍ୟାସ କେମିତି ବାହାରେ ଗାଈ ର ଗୋବରରୁ ଜୀବାଣୁ ଦ୍ୱାରା ଗ୍ୟାସ ତିଆରି ହୁଏ ,ଗାଈ ଟି ନିଜ ଦାନ୍ତ ସାହାଯ୍ୟରେ ଘାସକୁ ଚୋବାଇ ଚୋବାଇ ଖାଏ ଓ ଗାଈଟି ର ପେଟ ଭିତରେ ଏହି ଘାସର ପାଚନ ଜୀବାଣୁ ଦ୍ୱାରା ଗ୍ୟାସ ଉତ୍ପନ ହୁଏ ତତପଶ୍ଚାତ ଏହା ଅପଶିଷ୍ଟ ରାସାୟନ ତଥା ଗ୍ୟାସ ରୁ ମିଶ୍ରଣ ଘଟେ ଗୋବର ସହିତ ଯୋଉ ଜୀବାଣୁ ବାହାରକୁ ଚାଲିଆସେ ଏହି ପ୍ରୟୋଗ ଅନୁସାରେ ଗ୍ୟାସ ର ଉତ୍ପାଦନ କରିବା ପାଁଇ ଏହିପରି ଭାବରେ କରାଯାଇ ପାରିବ ,ଏହିପରି ବର୍ଷସାରା ଉପଲବ୍ଧ କରିବାକୁ ହେଲେ ଗାଈଟିର ପେଟ ଭିତରେ ଯାହା ହୁଏ ,ଯେମିତି ପ୍ରକାଶ ଓ ଵାୟୁ କୁ ଦୂରେଇ ରଖା ଯାଏ ଓ ଗୋବରକୁ ଗରମ ତାପମାତ୍ରା କୋଡ଼ିଏ ଡିଗ୍ରୀ ରୁ ଚାଳିଶି ଡିଗ୍ରୀ ସେଲସିୟସ ମଧ୍ୟରେ ରଖାଯାଏ ,ଏହି ପ୍ରକ୍ରିୟା ଅନୁସାରେ ଆମେ ଗୋବରରୁ ଗୋବର ଗ୍ୟାସ ଉତ୍ପାଦନ କରି ପାରିବା ,ଗୋବରରୁ ମିଥେନ ଗ୍ୟାସ ଷାଠିଏ ଶତକଡ଼ା ଓ ଅଙ୍ଗାରକାମ୍ଳ ଗ୍ୟାସ ଚାଳିଶି ଶତକଡ଼ା ଓ